ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ବଡ଼ ଚାଲୁଣି ଯେଉଁଥିରେ ମୋଟା ଶସ୍ୟଆଦି ଚଲାଯାଏ
ଉଦାହରଣ : ସେ ଚଲାରେ ଗହମ ଚଲାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार की बड़ी चलनी जिससे मोटे अनाज आदि चाले जाते हैं।
ଅର୍ଥ : ଅଟାଆଦି ଚଲାଇବାର ଏକ ଉପକରଣ
ଉଦାହରଣ : ସେ ଚାଲୁଣୀରେ ଅଟା ଚଲାଉଛି
ସମକକ୍ଷ : ଚାଲୁଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
आटा आदि चालने का एक उपकरण।
A filter to retain larger pieces while smaller pieces and liquids pass through.
ସଂସ୍ଥାପନ କରନ୍ତୁ