ଅର୍ଥ : ଚନ୍ଦ୍ର ଉପରେ ବିନ୍ଦୁ ଲଗାଇ ଯେଉଁ ଚିହ୍ନ କୌଣସି ଅନୁନାସିକ ବର୍ଣ୍ଣ ଉପରେ ଦିଆଯାଏ
ଉଦାହରଣ :
ପାଉଁଶରେ ଉ ଉପରେ ଦିଆଯାଇଥିବା ଚିହ୍ନକୁ ହିଁ ଚନ୍ଦ୍ରବିନ୍ଦୁ କହନ୍ତି
ସମକକ୍ଷ : ଚନ୍ଦ୍ରବିନ୍ଦୁ
ଅନ୍ୟ ଭାଷାରେ ଅନୁବାଦ :
चंद्र के ऊपर बिंदु लगा वह चिन्ह जो किसी अनुनासिक वाले वर्ण के ऊपर बनाया जाता है।
आँख में आ के ऊपर लगे हुए चिन्ह को ही चंद्रबिंदु कहते हैं।