ଅର୍ଥ : ବିଲେଇ ଆଦିର ଗଳାରୁ ସୃଷ୍ଟି ହେଉଥିବା ଏକ କମ୍ପନ ଶବ୍ଦ
ଉଦାହରଣ :
ପିଲାଟି ବିଲେଇର ଘୁଡ଼ୁଘୁଡ଼ୁ ଶବ୍ଦ ଶୁଣି ଡରିଗଲା
ସମକକ୍ଷ : ଘୁଡ଼ୁଘୁଡ଼ୁ ଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :
बिल्ली आदि के गले से निकलनेवाला एक कंपित शब्द।
बच्चा बिल्ली की घुरघुराहट सुनकर डर गया।A low vibrating sound typical of a contented cat.
purr