ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସ୍ଥାନରୁ ଗଡ଼ ବା ନଗର ଆଦିର ରକ୍ଷା କରାଯାଏ
ଉଦାହରଣ : ସୈନ୍ୟଦଳ ଗଡ଼ଖାଇରେ ଜମା ହୋଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह स्थान जहाँ से गढ़ या नगर आदि की रक्षा की जाती है।
A defensive post at the end of a bridge nearest to the enemy.
ଅର୍ଥ : ଯେଉଁ ଦୁର୍ଗର ଚାରିପଟେ ଖାଇ ଥାଏ
ଉଦାହରଣ : ଗଡ଼ଖାଇର ନିର୍ମାଣ ଶତ୍ରୁମାନଙ୍କ ଆକ୍ରମଣରୁ ରକ୍ଷାପାଇବାପାଇଁ କରାଯାଇଥିଲା
ସମକକ୍ଷ : ଜଳଦୁର୍ଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह किला जिसके चारो ओर खाई हो।
ସଂସ୍ଥାପନ କରନ୍ତୁ