ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ ଯେଉଁ ଅବସ୍ଥାରେ ଗୋଟିଏ ରାଶିର ଗୋଟିଏ ଅଂଶ ଉପରେ ଏକାଧିକ ଗ୍ରହ ଏକତ୍ର ହୁଅନ୍ତି
ଉଦାହରଣ :
ଜ୍ୟୋତିଷ ଜାତକ ଦେଖି କହିଲେ ଯେ ଆପଣଙ୍କ ଏହି ସମୟ ଗ୍ରହଯୋଗ ଦଶାରେ ଗତି କରୁଛି
ସମକକ୍ଷ : ଗ୍ରହଯୋଗ
ଅନ୍ୟ ଭାଷାରେ ଅନୁବାଦ :
(astronomy) apparent meeting or passing of two or more celestial bodies in the same degree of the zodiac.
alignment, conjunction