ଅର୍ଥ : ଗୋଲାପର ରଙ୍ଗ ଭଳି ହୋଇଥିବା ରଙ୍ଗ
ଉଦାହରଣ :
ଚିତ୍ରକର ଦେବମୂର୍ତ୍ତିକୁ ଗୋଲାପୀରଙ୍ଗରେ ରଙ୍ଗାଇଲା
ସମକକ୍ଷ : ଗୋଲାପୀରଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
एक रंग जो गुलाब के रंग जैसा होता है।
चित्रकार देवमूर्ति को गुलाबी रंग से रंग रहा है।ଅର୍ଥ : ଗୋଲାପ ରଙ୍ଗର
ଉଦାହରଣ :
ତାକୁ ଗୋଲାପୀ ଶାଢ଼ୀ ଭଲ ମାନୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଲାପ ରଙ୍ଗର
ଉଦାହରଣ :
ଗୌତମୀକୁ ଗୋଲାପୀ ରଙ୍ଗର ଶାଢ଼ୀ ମାନେ