ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କଲରା, ପୋଟଳ, ଭେଣ୍ଡି ଆଦିର ପେଟ ଚିରି ତା ଭିତରେ ମସଲା ଦେଇ ତେଲ ବା ଘିଅରେ ଛାଣି ତିଆରି କରାଯାଉଥିବା ଏକ ପ୍ରକାର ତରକାରି
ଉଦାହରଣ : ମୋତେ ବାଇଗଣର ପୁରଭଜା ଭଲ ଲାଗେ
ସମକକ୍ଷ : ପୁରଭଜା, ମସଲାଭଜା
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार की तरकारी जो करेला, परवल, भिंडी आदि का पेट चीरकर उसमें मसाला भरकर तेल या घी में तलकर तैयार करते हैं।
A particular item of prepared food.
ସଂସ୍ଥାପନ କରନ୍ତୁ