ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମିଠାଇ, ପୁରି, ଲୁଣି, ଜଳଖିଆଆଦି ତିଆରିକରି ବିକୁଥିବା ବ୍ୟକ୍ତି
ଉଦାହରଣ : ସେ ଗୁଡ଼ିଆ ଦୋକାନରୁ ଏକ କିଲୋ ବତାସା କିଣିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
मिठाई, पूरी, नमकीन, पकवान आदि बनाने और बेचने वाला व्यक्ति।
ଅର୍ଥ : ଚୁଲାରେ ଖାଦ୍ୟଶସ୍ୟ ଭାଜିବା କାର୍ଯ୍ୟ କରୁଥିବା ଏକ ଜାତିର ସଦସ୍ୟ
ଉଦାହରଣ : ଗୁଡ଼ିଆ କିଲେ ଚଣାର ଭାଜିବା ମଜୁରି ଦୁଇଟଙ୍କା ନିଏ
भाड़ में अन्न भूनने का कार्य करने वाली एक जाति का सदस्य।
ସଂସ୍ଥାପନ କରନ୍ତୁ