ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିରାଫଟା ପୁରୁଣା ଲୁଗାକୁ ଯୋଡ଼ି ତିଆରି କରାଯାଇଥିବା ବସ୍ତ୍ର ଯାହା ବିଛାଇବା ବା ଘୋଡ଼ିବା କାମରେ ଆସେ
ଉଦାହରଣ : ମୁଲିଆମାନେ ନିଜ ପିଲାମାନଙ୍କୁ କନ୍ଥା ଉପରେ ଶୁଆଇଦେଲେ
ସମକକ୍ଷ : କଂଥା, କନ୍ଥା
ଅନ୍ୟ ଭାଷାରେ ଅନୁବାଦ :हिन्दी
फटे-पुराने कपड़ों को जोड़कर बनाया हुआ वस्त्र जो बिछाने या ओढ़ने के काम आता है।
ସଂସ୍ଥାପନ କରନ୍ତୁ