ଅର୍ଥ : ଅଡ଼ୁଆ ବା ଝିଞ୍ଜଟ ନିମନ୍ତେ କାହାରିକୁ ଉତ୍ତରଦାୟୀକରି ତାହାକୁ ନିଜ ସହିତ ଜଡ଼ାଇବା
ଉଦାହରଣ :
ରମେଶ ନିଜେ ତ ଫସିଯାଇଛି, ମୋତେ ବି ତା ସାଙ୍ଗରେ ଗୁଡ଼େଇ ଦେଇଛି
ସମକକ୍ଷ :
ଜଡ଼େଇଦେବା
ଅନ୍ୟ ଭାଷାରେ ଅନୁବାଦ :
उलझन या झंझट के लिए किसी को उत्तरदायी बनाकर उसे अपने साथ लगाना।
रमेश खुद तो फँसा ही साथ में मुझे भी लपेट लिया।
लपेटना
Engage as a participant.
Don't involve me in your family affairs!.
involve