ଅର୍ଥ : ଗୋଟିଏ ପୌରାଣିକ ପର୍ବତ
ଉଦାହରଣ :
ଗନ୍ଧମାଦନ ପର୍ବତର ବର୍ଣ୍ଣନା ରାମାୟଣରେ ବି ମିଳେ
ସମକକ୍ଷ : ଗଂଧମାଦନ, ଗଂଧମାଦନ ପର୍ବତ, ଗନ୍ଧମାଦନ ପର୍ବତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାମଙ୍କ ସେନାର ଜଣେ ସେନାପତି
ଉଦାହରଣ :
ଗନ୍ଧମାଦନ ବହୁତ ବଳଶାଳୀ ଥିଲେ
ସମକକ୍ଷ : ଗଂଧମାଦନ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being