ଅର୍ଥ : କୌଣସି ବସ୍ତୁର ଉପରୁ କିଛି ଭାଗ ବାହାରି ଯିବାରୁ ସୃଷ୍ଟିହେଉଥିବା ଖାଲି ସ୍ଥାନ
ଉଦାହରଣ :
ଟେବୁଲର ନିମ୍ନଭାଗର ଅଂଶକୁ ବାହାର କରିବାପାଇଁ ସେଥିରେ ଖୋପ ତିଆରି ହୋଇଛି
ସମକକ୍ଷ :
ଖୋଲ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु की सतह से कुछ भाग निकल जाने पर बना हुआ खाली स्थान।
मेज़ के निचले ख़ाने को बाहर निकालने के लिए उसमें खाँच बना हुआ है।
खाँच,
खाँचा