ଅର୍ଥ : ଯେଉଁ ଲତାର ମଞ୍ଜିକୁ ଡାଲିରୂପେ ଖିଆଯାଏ
ଉଦାହରଣ :
କୃଷକ ଖେସାରୀ ଗଛକୁ ମୂଳରୁ ଓପାଡ଼ୁଛି
ଅନ୍ୟ ଭାଷାରେ ଅନୁବାଦ :
European annual grown for forage. Seeds used for food in India and for stock elsewhere.
grass pea, indian pea, khesari, lathyrus sativus