ଅର୍ଥ : ବୁଣାକାରମାନେ ଯେଉଁ ଲୁହା ଛଡ଼ରେ ରସି ଲଗାଇ ସୂତା ରଖନ୍ତି
ଉଦାହରଣ :
ସୂତା ଲଗାଇବାପାଇଁ ବୁଣାକାର ଖୁଣ୍ଡାରେ ରସି ଲଗାଉଛି
ସମକକ୍ଷ :
ଖୁଁଡ଼ା
ଅନ୍ୟ ଭାଷାରେ ଅନୁବାଦ :
लोहे की एक छड़ जिसमें नारा लगाकर जुलाहे ताना डालते हैं।
ताना डालने के लिए जुलाहा खूँड़े में नारा लगा रहा है।
खूँड़ा