ଅର୍ଥ : ଭଲ ସ୍ୱାଦିଷ୍ଟ ପଦାର୍ଥ ଖାଇବାର ଅଭିଳାଷ
ଉଦାହରଣ :
ସେ ନିଜ ଖାଦ୍ୟଲୋଭପାଇଁ ବହୁତ ମୋଟା ହେଉଛି
ସମକକ୍ଷ : ଖାଦ୍ୟଅଭିରୁଚି, ଖାଦ୍ୟରୁଚି, ଖାଦ୍ୟଲାଳସା
ଅନ୍ୟ ଭାଷାରେ ଅନୁବାଦ :
अच्छी स्वादिष्ट वस्तुएँ खाने का व्यसन।
वह अपने चटोरपन के कारण बहुत मोटा हो रहा है।