ଅର୍ଥ : ଭିକାରୀର ଭିକମଗା ପାତ୍ର
ଉଦାହରଣ :
ଭିକାରୀର ଭିକ୍ଷାପାତ୍ର ଚାଉଳରେ ଭର୍ତ୍ତି ହୋଇ ଯାଇଥିଲା
ସମକକ୍ଷ : ଭିକ୍ଷାଥାଳି, ଭିକ୍ଷାପାତ୍ର, ଭିକ୍ଷାଭାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
भिखमंगों का भीख माँगने का पात्र।
भिखारी का भिक्षापात्र चावल से भरा हुआ था।