ଅର୍ଥ : ଯେଉଁ ପାତ୍ରରେ ଚୁମ୍ବକୀୟ ଫିତା ଅଛି ଏବଂ ଯାହା ଧ୍ୱନି ବା ଭିଡ଼ିଓ ରେକର୍ଡ଼ କରିବା କିମ୍ବା ଶୁଣିବା କାମରେ ଆସେ
ଉଦାହରଣ :
ମୋ ପାଖରେ ଲତା ଏବଂ ରଫୀର ସବୁ ଗୀତଗୁଡ଼ିକର କ୍ୟାସେଟ୍ ଅଛି
ଅନ୍ୟ ଭାଷାରେ ଅନୁବାଦ :
वह पात्र जिसमें चुम्बकीय फीता होता है और जो ध्वनि या विडिओ रिकार्ड करने या सुनने के काम आता है।
मेरे पास लता और रफी के सभी गानों के टेप हैं।
कैसेट,
टेप
A container that holds a magnetic tape used for recording or playing sound or video.
cassette