ଅର୍ଥ : ଯେଉଁ ପତ୍ର ବା କାଗଜସମୂହରେ ବାର, ଦିନଆଦି ଲେଖା ହୋଇଥାଏ
ଉଦାହରଣ :
ନୂଆ ବର୍ଷର ଦିନପଞ୍ଜି ଆସିବାମାତ୍ରେ ହିଁ ଛୁଆମାନେ ସେଥିରୁ ଛୁଟି ଗଣିବା ଆରମ୍ଭ କରିଦିଅନ୍ତି
ସମକକ୍ଷ : ଦିନ ଦର୍ଶିକା, ଦିନପଞ୍ଜି
ଅନ୍ୟ ଭାଷାରେ ଅନୁବାଦ :
A system of timekeeping that defines the beginning and length and divisions of the year.
calendar