ଅର୍ଥ : ପାଣି ପାଖରେ ରହୁଥିବା ଏକ ପ୍ରକାରର ଛୋଟ ପକ୍ଷୀ
ଉଦାହରଣ :
ଶରାଳି ଛୋଟଛୋଟ କୀଟ-ପତଙ୍ଗ ଖାଇ ନିଜର ପେଟ ଭରିଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆର୍ଯ୍ୟାଛନ୍ଦର ଏକ ପ୍ରକାରଭେଦ
ଉଦାହରଣ :
କୁରରୀ ଛନ୍ଦରେ ଚାରୋଟି ଗୁରୁ ଓ ଅଣଚାଶ ଲଘୁ ରହିଛି
ସମକକ୍ଷ : କୁରରୀ ଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :