ଅର୍ଥ : ଏଭଳି ଭୁଲ୍ ତଥ୍ୟ ପ୍ରଚାର କରିବାର କ୍ରିୟା ଯେଉଁଥିରେ କିଛି ବଦନାମୀ ବା ଅପକୀର୍ତ୍ତି ହୁଏ
ଉଦାହରଣ :
ଅପପ୍ରଚାର କାରଣରୁ ଶ୍ରୀଗୁରୁଜୀ ଅନେକଥର ବିବାଦାସ୍ପଦ ହୋଇ ପଡିଥିଲେ
ସମକକ୍ଷ : ଅପପ୍ରଚାର
ଅନ୍ୟ ଭାଷାରେ ଅନୁବାଦ :
A state of extreme dishonor.
A date which will live in infamy.