ଅର୍ଥ : କୀଟମାନଙ୍କୁ ମାରିବାପାଇଁ ବ୍ୟବହାର କରାଯାଉଥିବା ରସାୟନ
ଉଦାହରଣ :
ଫସଲକୁ ରୋଗରୁ ବଞ୍ଚାଇବାପାଇଁ କୀଟନାଶକର ପ୍ରୟୋଗ କରାଯାଏ
ସମକକ୍ଷ : କୀଟନାଶକ
ଅନ୍ୟ ଭାଷାରେ ଅନୁବାଦ :
कीड़ों को मारने के लिए उपयोग में लाया जाने वाला रसायन।
फसलों को रोग से बचाने के लिए कीटनाशक का प्रयोग किया जाता है।A chemical used to kill pests (as rodents or insects).
pesticide