ଅର୍ଥ : କଳାକୁ ଭଲ ପାଉଥିବା ବ୍ୟକ୍ତି
ଉଦାହରଣ :
କିଛି କଳାପ୍ରେମୀ ବ୍ୟକ୍ତିମାନଙ୍କ ଦ୍ୱାରା ଏହି ନାଟ୍ୟଶାଳାର ନିର୍ମାଣ କରାଯାଇଛି
ସମକକ୍ଷ : କଳାପ୍ରେମୀ
ଅନ୍ୟ ଭାଷାରେ ଅନୁବାଦ :
जिसे कला से प्रेम हो।
कुछ कलाप्रेमी व्यक्तियों के द्वारा इस नाट्यशाला का निर्माण किया गया है।