ଅର୍ଥ : ପରିଶ୍ରମ କରିବା ବ୍ୟକ୍ତି
ଉଦାହରଣ :
ପରିଶ୍ରମୀକୁ ଅବଶ୍ୟ ସଫଳତା ମିଳେ
ସମକକ୍ଷ : ଅଦ୍ଧ୍ୟବସାୟୀ, ଉଦ୍ୟମୀ, କର୍ମଶୀଳ, ପରିଶ୍ରମୀ
ଅନ୍ୟ ଭାଷାରେ ଅନୁବାଦ :
One who works strenuously.
toilerଅର୍ଥ : ସବୁ କାମ ଉତ୍ତମ ରୂପେ ଅମଳ କରୁଥିବା ବା ନିଜ କର୍ତ୍ତବ୍ୟର ଉଚିତ୍ ପାଳନ କରୁଥିବା ବ୍ୟକ୍ତି
ଉଦାହରଣ :
ରାଜା ଯୋଗ୍ୟ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ଅର୍ପଣ କରି ନିଶ୍ଚିନ୍ତ ହେଲେ
ସମକକ୍ଷ : ଅମଳୀ, କର୍ମନିରତ, କାର୍ଯ୍ୟଦକ୍ଷ୍ୟ, ଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
Having authority or ascendancy or influence.
An important official.