ଅର୍ଥ : ଯେଉଁ କାମ କରିବାପାଇଁ କଠିନତାର ମୁକାବିଲା କରିବାକୁ ପଡ଼େ
ଉଦାହରଣ :
ଛୋଟ ପିଲାଙ୍କୁ ପଢ଼ାଇବା କଠିନ କାମ
ସମକକ୍ଷ : କଠିନ କାର୍ଯ୍ୟ, ଜଟିଳ କାମ
ଅନ୍ୟ ଭାଷାରେ ଅନୁବାଦ :
वह कार्य जिसे करने में कठिनाई का सामना करना पड़े।
छोटे बच्चों को पढ़ाना कठिन काम है।