ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଏଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଏଲ   ବିଶେଷ୍ୟ

ଅର୍ଥ : ଯେଉଁ ବୈଦ୍ୟୁତିକ ଉପକରଣରେ କୁଣ୍ଡଳୀଯୁକ୍ତ ରୋଧିତ ତାର ଥାଏ ଓ ଯାହା କୌଣସି ସର୍କିଟସହ ସଂଲଗ୍ନ ହୋଇଥାଏ

ଉଦାହରଣ : ଏହି ପଙ୍ଖାର କଏଲ ଜଳିଯାଇଛି


ଅନ୍ୟ ଭାଷାରେ ଅନୁବାଦ :

एक विद्युत उपकरण जिसमें कुंडलीदार रोधित तार होता है और जो किसी परिपथ से संलग्न होता है।

इस पंखे का कॉइल जल गया है।
कॉइल, क्वाइल, क्वायल

Reactor consisting of a spiral of insulated wire that introduces inductance into a circuit.

coil