ଅର୍ଥ : ଯେଉଁ ଲିପିରେ ଓଡ଼ିଆ ଭାଷା ଲେଖାଯାଏ
ଉଦାହରଣ :
ଶିଶୁଟି ମନ୍ଦିରର କାନ୍ଥ ଉପରେ ଲିଖିତ ଓଡ଼ିଆ ଲିପି ପଢ଼ିବାକୁ ଚେଷ୍ଟାକରୁଛି
ସମକକ୍ଷ : ଓଡ଼ିଆ
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें उड़िया भाषा लिखी जाती है।
बच्चा मंदिर के द्वार पर लिखित उड़िया को पढ़ने की कोशिश कर रहा है।