ଅର୍ଥ : ଯାହାର ଏପାଖ ସେପାଖ ହୋଇଛି ଅଥବା ଯାହା ଯେଭଳି ହେବା ଉଚିତ ସେଭଳି ନ ହୋଇଛି
ଉଦାହରଣ :
ସେ ଓଲଟାପାଲଟା କଥା କହି ଆମକୁ ଓଲୁ ବନାଇଦେଲା
ଅନ୍ୟ ଭାଷାରେ ଅନୁବାଦ :
जो इधर का उधर हो गया हो अथवा जो जहाँ या जैसा होना चाहिए वहाँ या वैसा न हो।
उसने उलटी-पुलटी बातें करके हमें मूर्ख बना दिया।