ଅର୍ଥ : କାଟି ହୋଇଯାଇଥିବା ସ୍ଥାନରେ ଯେଉଁ ପାଣିଭିଜା କନା ବନ୍ଧାଯାଏ
ଉଦାହରଣ :
ମଜୁରିଆ ଦାଆରେ କାଟି ହେଇଯାଇଥିବା ଆଙ୍ଗୁଠିରେ ଓଦାକନା ବାନ୍ଧୁଛି
ସମକକ୍ଷ :
ପାଣିପଟି
ଅନ୍ୟ ଭାଷାରେ ଅନୁବାଦ :
पानी में भिगोया हुआ कपड़ा जो कटे हुए स्थान पर बाँधा जाता है।
मजदूर हँसिए से कटी हुई अंगुली पर पनकपड़ा बाँध रहा है।
पनकपड़ा