ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏମିତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏମିତି   କ୍ରିୟା ବିଶେଷଣ

ଅର୍ଥ : ଏହି ପ୍ରକାରରେ

ଉଦାହରଣ : ଏମିତି କାମ କଲେ କେବେ ବି କାମ ସରିବ ନାହିଁ

ସମକକ୍ଷ : ଏଇ ଢଙ୍ଗରେ, ଏଭଳି, ଏହି ପ୍ରକାରେ


ଅନ୍ୟ ଭାଷାରେ ଅନୁବାଦ :

इस प्रकार।

यों काम करोगे तो काम कभी खत्म ही नहीं होगा।
इत्थं, इभ, इम, इमि, इव, इस कदर, इस क़दर, इस तरह, इस प्रकार, इसी तरह, इसी प्रकार, इसै, ईदृश, ईदृश्, ऐसा, ऐसे, यूँ, यों

In the way indicated.

Hold the brush so.
Set up the pieces thus.
so, thus, thusly

ଅର୍ଥ : ବିନା କୌଣସି କାମ ବା କାରଣରେ ବା ବେକାରରେ

ଉଦାହରଣ : ସେ ବ୍ୟର୍ଥହେଇ ଇଆଡ଼େ ସିଆଡ଼େ ବୁଲୁଛି

ସମକକ୍ଷ : ବେକାରରେ, ବ୍ୟର୍ଥରେ