ଅର୍ଥ : କୌଣସି ବିପଦ ସମୟ,ଦୁର୍ଘଟଣା ଆଦିରେ ଉଦ୍ଧାର କରୁଥିବା ବ୍ୟକ୍ତି
ଉଦାହରଣ :
ଭାରତ ମଧ୍ୟ ଜାପାନକୁ ଉଦ୍ଧାରକାରୀମାନଙ୍କୁ ପଠାଇବାକୁ ଚିନ୍ତା କରୁଛି
ଅନ୍ୟ ଭାଷାରେ ଅନୁବାଦ :
किसी आपत्तिकाल, दुर्घटना आदि में बचाव का काम करनेवाला व्यक्ति।
भारत भी जापान में बचावकर्मियों को भेजने की सोच रहा है।