ଅର୍ଥ : କାର୍ଯ୍ୟରେ ଉତ୍ସାହ ନ ଦେଖାଉଥିବା ବ୍ୟକ୍ତି
ଉଦାହରଣ :
କମ୍ପାନୀ ନିରୁତ୍ସାହ ବ୍ୟକ୍ତିଙ୍କୁ ବାହାର କରିଦେଲା
ସମକକ୍ଷ : ଉତ୍ସାହଶୂନ୍ୟ, ନିରୁତ୍ସାହ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ଉତ୍ସାହ ଓ ସ୍ଫୂର୍ତ୍ତି ନାହିଁ
ଉଦାହରଣ :
ନିରୁତ୍ସାହୀ ଖେଳାଳୀମାନଙ୍କୁ ଦଳରୁ ବାହାର କରିଦିଆଗଲା
ସମକକ୍ଷ : ଅନୁତ୍ସାହୀ, ନିରୁତ୍ସାହୀ, ସ୍ଫୂର୍ତ୍ତିହୀନ
ଅନ୍ୟ ଭାଷାରେ ଅନୁବାଦ :
जिसमें उत्साह या स्फूर्ति न हो।
निरुत्साहित खिलाड़ियों को दल से बाहर कर दिया गया।Feeling or showing little interest or enthusiasm.
A halfhearted effort.