ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଔଷଧରୂପେ ବ୍ୟବହୃତ ହେଉଥିବା ଏକ ବିଶେଷ ପ୍ରକାର ଗଛରୁ ପ୍ରାପ୍ତ ଗୋଲାକାର ଫଳ
ଉଦାହରଣ : ଇସବଗୁଲ ଅନେକ ଶାରୀରିକ ରୋଗ ଦୂର କରେ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक विशेष प्रकार के पौधे से प्राप्त गोल बीज जो दवा के रूप में प्रयुक्त होता है।
ଅର୍ଥ : ଯେଉଁ ଗଛର ମଞ୍ଜି ଗୋଲାକାର ଓ ତାହା ଔଷଧରୂପେ ବ୍ୟବହୃତ ହୁଏ
ଉଦାହରଣ : ଏହି ବଗିଚାରେ ତୁଳସୀ,ଇସବଗୁଲ ଆଦି ଗଛଗୁଡ଼ିକ ରହିଛି
एक पौधा जिसके बीज गोल होते हैं और दवा के रूप में प्रयुक्त होते हैं।
ସଂସ୍ଥାପନ କରନ୍ତୁ