ଜବାହାରଲାଲ ନେହେରୁ (ବିଶେଷ୍ୟ)
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
ମାନଦଣ୍ଡ (ବିଶେଷ୍ୟ)
ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
କ୍ଷିତି (ବିଶେଷ୍ୟ)
ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
ପ୍ରତ୍ୟାଖ୍ୟାନ (ବିଶେଷ୍ୟ)
କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା
ଅବକାଶ (ବିଶେଷ୍ୟ)
କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ସଚଳ (ବିଶେଷଣ)
ଯେ ଚଲାବୁଲା କରିପାରେ
ଅନୁମୋଦିତ (ବିଶେଷ୍ୟ)
କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି
ବିଫଳ ହେବା (କ୍ରିୟାପଦ)
ପୂର୍ଣ୍ଣ ରୂପରେ ସଫଳ ନହେବା ବା ପତନ ଘଟିବା
ଆବଶ୍ୟକ (ବିଶେଷ୍ୟ)
କୌଣସି ରାଜ୍ୟ ବା ରାଷ୍ଟ୍ରର ସର୍ବପ୍ରଧାନ ସରକାର ବା ଶାସନସତ୍ତା ଯାହାର ମୁଖ୍ୟସ୍ଥାନ ସେହି ରାଜଧାନୀରେ ହୋଇଥାଏ ଏବଂ ଯାହା ସେଠାରୁ ସାରାଦେଶଉପରେ ଶାସନ କରିଥାଏ