ଅର୍ଥ : ଯେଉଁ ଉପକରଣ ଆଲୋକ ଦିଏ କିମ୍ବା ଯାହା ଆଲୋକପାଇଁ ବ୍ୟବହାର କରାଯାଏ
ଉଦାହରଣ :
ଦୀପ, ଲଣ୍ଠନଆଦି ଆଲୋକ ଉପକରଣ
ସମକକ୍ଷ : ପ୍ରକାଶ ଉପକରଣ
ଅନ୍ୟ ଭାଷାରେ ଅନୁବାଦ :
वह उपकरण जो प्रकाश देता हो या जिसका उपयोग प्रकाश के लिए किया जाता हो।
दीपक,लालटेन आदि प्रकाश उपकरण हैं।Any device serving as a source of illumination.
He stopped the car and turned off the lights.