ଅର୍ଥ : ଯାହା ଚାଲୁଛି ବା ଯାହାର ଆରମ୍ଭ ହୋଇଛି ବା କରାଯାଇଛି
ଉଦାହରଣ :
କେତେକ ଅସୁବିଧାଯୋଗୁଁ ଆରମ୍ଭ ହୋଇଥିବା କାମ ମଝିରୁ ହିଁ ରୋକିବାକୁ ପଡ଼ିଲା
ସମକକ୍ଷ : ଆରମ୍ଭ ହୋଇଥିବା, ପ୍ରାରମ୍ଭିକ
ଅନ୍ୟ ଭାଷାରେ ଅନୁବାଦ :
जो चल रहा हो या जिसकी शुरुवात हुई हो या की गई हो।
कुछ बाधाओं के कारण शुरू काम को बीच में ही रोकना पड़ा।