ଅର୍ଥ : ମନକୁ ପ୍ରସନ୍ନ କରିବାପାଇଁ କୌଣସି କାମ କରିବା
ଉଦାହରଣ :
ଆମେମାନେ ମେଳାରେ ବହୁତ ମନୋରଞ୍ଜନ କଲୁ
ସମକକ୍ଷ : ଉପଭୋଗ କରିବା, ମନ ପ୍ରସନ୍ନ କରିବା, ମନୋରଞ୍ଜନ କରିବା
ଅନ୍ୟ ଭାଷାରେ ଅନୁବାଦ :
मन को प्रसन्न करने के लिए कोई काम करना।
हास्य नाटककारों ने हम लोगों का बहुत मनोरंजन किया।ଅର୍ଥ : ଆମୋଦ ପ୍ରମୋଦ ବସ୍ତୁର ବ୍ୟବହାର କରିବା
ଉଦାହରଣ :
ପରୀକ୍ଷା ସରିବା ପରେ ହିଁ ଅନେକ ମଉଜମସ୍ତି ହେଲା
ସମକକ୍ଷ : ମଉଜମସ୍ତି ହେବା, ମଜା କରିବା, ମନୋରଞ୍ଜନ କରିବା
ଅନ୍ୟ ଭାଷାରେ ଅନୁବାଦ :