ଅର୍ଥ : ଆଧୁନିକ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଆଧୁନିକତାର ଅର୍ଥ ଏହା ନୁହେଁ ଯେ ଆମେ ଆମର ପୁରୁଣା ନୀତି-ନିୟମକୁ ଭୁଲିଯିବା
ସମକକ୍ଷ : ଅର୍ବାଚୀନତା, ଆଧୁନିକ, ଆଧୁନିକ କାଳୀନତା
ଅନ୍ୟ ଭାଷାରେ ଅନୁବାଦ :
आधुनिक होने की अवस्था या भाव।
आधुनिकता का अर्थ यह नहीं है कि हम अपने पुराने रीति-रिवाजों को भूल जाएँ।The quality of being current or of the present.
A shopping mall would instill a spirit of modernity into this village.