ଅର୍ଥ : କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ
ଉଦାହରଣ :
ଆଦିବାସୀମାନଙ୍କର ଉଲ୍ଲେଖ ରାମାୟଣରେ ମଧ୍ୟ ମିଳେ
ସମକକ୍ଷ : ଆଦିମ ଅଧିବାସୀ, ଆଦିମ ନିବାସୀ, ଜନଜାତି, ମୂଳନିବାସୀ
ଅନ୍ୟ ଭାଷାରେ ଅନୁବାଦ :
किसी देश या राज्य में रहनेवाले मूल निवासी।
आदिवासियों का उल्लेख रामायण में भी मिलता है।ଅର୍ଥ : କୌଣସି ସ୍ଥାନରେ ରହୁଥିବା ସେଠିକାର ମୂଳ ଅସଭ୍ୟ ତଥା ଜଂଗଲୀ ନିବାସୀ
ଉଦାହରଣ :
ସରକାର ଆଦିବାସୀଙ୍କ ବିକାଶପାଇଁ କେତେକ ଯୋଜନା ପ୍ରସ୍ତୁତ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी देश या प्रान्त के वे निवासी जो बहुत पहले से वहाँ रहते आये हों ओर जिनके पश्चात् और भी लोग वहाँ आकर बसे हों।
सरकार आदिवासियों के विकास के लिए कुछ योजनाएँ बना रही है।Someone who lives in a tribe.
tribesmanଅର୍ଥ : ଯେଉଁମାନେ ଆଦିମ ଅଧିବାସୀ ଓ ଯେଉଁମାନଙ୍କର ସଭ୍ୟତା, ସଂସ୍କୃତି ଆଦି ସାଧାରଣ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିମ୍ନ ସ୍ତରର
ଉଦାହରଣ :
ଭାରତର ଜଙ୍ଗଲଗୁଡ଼ିକରେ ଆଜି ବି କେତେକ ଜନଜାତି ବାସ କରନ୍ତି
ସମକକ୍ଷ : ଜନଜାତି
ଅନ୍ୟ ଭାଷାରେ ଅନୁବାଦ :