ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଖି ପିତୁଳାର ମଝିରେ ଥିବା ବିନ୍ଦୁ
ଉଦାହରଣ : ଆଖିତାରା କ୍ଷତିଗ୍ରସ୍ତ ହୋଇଯିବାପରେ ବ୍ୟକ୍ତି ଅନ୍ଧ ହୋଇଯାଏ
ସମକକ୍ଷ : ଆଖିମଣି, କନୀନିକା
ଅନ୍ୟ ଭାଷାରେ ଅନୁବାଦ :हिन्दी
आँख की पुतली के बीच की बिंदी।
ଅର୍ଥ : ଆଖି ମଝିର କଳା ଭାଗ
ଉଦାହରଣ : ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
ସମକକ୍ଷ : ଆଖିପୁଅ, କନୀନିକା, ତାରା, ନେତ୍ର ପିତୁଳା, ପିତୁଳା
आँख के बीच का काला भाग।
ସଂସ୍ଥାପନ କରନ୍ତୁ