ଅର୍ଥ : ସୁନ୍ଦର ହେବାର ଅବସ୍ଥା କିମ୍ବା ଭାବ
ଉଦାହରଣ :
କାଶ୍ମୀରର ସୁନ୍ଦରତା ଦେଖିଲେ ଜାଣିହୁଏ
ସମକକ୍ଷ : ଆକର୍ଷଣୀୟତା, ମନୋହରତା, ରମଣୀୟତା, ସୁନ୍ଦରତା
ଅନ୍ୟ ଭାଷାରେ ଅନୁବାଦ :
सुंदर होने की अवस्था या भाव।
कश्मीर की सुंदरता देखते ही बनती है।The qualities that give pleasure to the senses.
beauty