ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପତି ବା ପତ୍ନୀଙ୍କ ଆଈ
ଉଦାହରଣ : ରାମର ଆଈଶାଶୁ ଜଣେ ଧର୍ମନିଷ୍ଠ ମହିଳା ଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
स्त्री के विचार से उसके पति की और पुरुष के विचार से उसके पत्नी की नानी।
A relative by marriage.
ଅର୍ଥ : ସ୍ତ୍ରୀର ଦୃଷ୍ଟିରୁ ତା ସ୍ୱାମୀର ଏବଂ ସ୍ୱାମୀ ଦୃଷ୍ଟିରୁ ତା ସ୍ତ୍ରୀର ଆଈ
ଉଦାହରଣ : ମନୋହରର ଆଈଶାଶୁ ଏବେ ବି ଜୀବିତ
ସଂସ୍ଥାପନ କରନ୍ତୁ