ଅର୍ଥ : ଖରାପ ବା ଅନୁଚିତ ବ୍ୟବହାର
ଉଦାହରଣ :
କାହା ସହିତ କୁ-ବ୍ୟବହାର କରନାହିଁ
ସମକକ୍ଷ : ଅନାଚାର, ଅସଦବ୍ୟବହାର, ଅସଦାଚାର, ଅସଦାଚାରଣ, ଅସାଧୁ ବ୍ୟବହାର, କୁ-ଆଚରଣ, କୁ-ବ୍ୟବହାର, ଦୁରାଚାର, ଦୁର୍ବ୍ୟବହାର, ମନ୍ଦ ଆଚରଣ, ହୀନ ଆଚରଣ, ହୀନ ବ୍ୟବହାର
ଅନ୍ୟ ଭାଷାରେ ଅନୁବାଦ :
The practice of treating (someone or something) badly.
He should be punished for his mistreatment of his mother.