ଅର୍ଥ : ଅସହାୟ ହେବାର ଅବସ୍ଥା
ଉଦାହରଣ :
ଭିକାରୀକୁ ଦେଖି ତାର ଅସହାୟତା ବିଷୟରେ ଅନୁମାନ କରିହେଉଥିଲା
ଅନ୍ୟ ଭାଷାରେ ଅନୁବାଦ :
The condition of being a child without living parents.
His early orphanage shaped his character as an adult.ଅର୍ଥ : ଅସହାୟ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ
ସମକକ୍ଷ : ନିଃସହାୟତା, ନିରାଶ୍ରୟତା
ଅନ୍ୟ ଭାଷାରେ ଅନୁବାଦ :
असहाय होने की अवस्था या भाव।
गरीब बच्चों की असहायता का लाभ उठाने से कोई नहीं चूकता।ଅର୍ଥ : ନାଚାର ହେବାର ଅବସ୍ଥା ବା ଭାବ
ଉଦାହରଣ :
ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି
ସମକକ୍ଷ : ନାଚାରଭାବ, ନିରୁପାୟତା, ବାଧ୍ୟବାଧକତା
ଅନ୍ୟ ଭାଷାରେ ଅନୁବାଦ :
A feeling of being unable to manage.
helplessness