ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସପ୍ତମ ଶ୍ରେଣୀର ଉପର ଶ୍ରେଣୀ
ଉଦାହରଣ : ଗଣେଶ ଅଷ୍ଟମ ଶ୍ରେଣୀରେ ପଢୁଛି
ସମକକ୍ଷ : ଅଷ୍ଟମ ଶ୍ରେଣୀ
ଅର୍ଥ : ଗଣନାରେ ଆଠ ସ୍ଥାନରେ ଆସୁଥିବା ସଂଖ୍ୟା
ଉଦାହରଣ : ଆମର ଅଷ୍ଟମ ପ୍ରଶ୍ନଟି ଭାରି କଷ୍ଟ ଥିଲା
ସମକକ୍ଷ : ୮ମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
गणना में आठ के स्थान पर आने वाला।
Coming next after the seventh and just before the ninth in position.
ସଂସ୍ଥାପନ କରନ୍ତୁ