ଅର୍ଥ : ଔଷଧରେ ଭିଜାଇ ଏବଂ ଖରାରେ ଖମ୍ବୀରକରି ପ୍ରସ୍ତୁତ ହୋଇଥିବା ଏକ ମଦ
ଉଦାହରଣ :
ଅରିଷ୍ଟମଦ ପୁଷ୍ଟିକର ତଥା ମାଦକତାରେ ଭରିଥାଏ
ସମକକ୍ଷ : ଅରିଷ୍ଟମଦ
ଅନ୍ୟ ଭାଷାରେ ଅନୁବାଦ :
दवाओं को भिगाकर और धूप में खमीर उठा कर बनाया हुआ एक मद्य।
अरिष्ट पौष्टिक तथा मादक होता है।