ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାକୁ ଭୋଗ କରାଯାଇନାହିଁ
ଉଦାହରଣ : ମୋ ପାଇଁ ଅଭୋଗ୍ୟ ଦୁଃଖର କଳ୍ପନା ହିଁ ବ୍ୟଥାଦାୟକ
ସମକକ୍ଷ : ଅଭୁକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो भोगा न गया हो।
ଅର୍ଥ : ଭୋଗକରିବା ବା ଆନନ୍ଦ ନେବାପାଇଁ ଅଯୋଗ୍ୟ
ଉଦାହରଣ : ରନ୍ଧାଖାଦ୍ୟ ଛଅ ଘଣ୍ଟା ପରେ ଅଭୋଗ୍ୟ ହୋଇଯାଏ
भोग या आनंद लेने के अयोग्य।
ସଂସ୍ଥାପନ କରନ୍ତୁ