ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭକ୍ତ   ବିଶେଷ୍ୟ

ଅର୍ଥ : ଭକ୍ତ ହୋଇନଥିବ ବା ଯାହାଙ୍କଠାରେ ଭକ୍ତି ଅଭାବ ଥିବ

ଉଦାହରଣ : ବିଜ୍ଞାନ ଅଭକ୍ତଙ୍କ ସଂଖ୍ୟାରେ ବୃଦ୍ଧି କରୁଛି

ସମକକ୍ଷ : ଭକ୍ତିଶୂନ୍ୟ


ଅନ୍ୟ ଭାଷାରେ ଅନୁବାଦ :

वह जो भक्त न हो या जिसमें भक्ति का अभाव हो।

विज्ञान ने अभक्तों की संख्या में वृद्धि की है।
अभक्त, अभगत, भक्तिशून्य

ଅଭକ୍ତ   ବିଶେଷଣ

ଅର୍ଥ : ଯିଏ ଭକ୍ତ ନୁହେଁ ବା ଯାହାଠାରେ ଭକ୍ତିର ଅଭାବ

ଉଦାହରଣ : ବିଜ୍ଞାନ ଭକ୍ତିଶୂନ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ ପରିବର୍ଦ୍ଧିତ କରୁଛି

ସମକକ୍ଷ : ଭକ୍ତିଶୂନ୍ୟ, ଭକ୍ତିହୀନ


ଅନ୍ୟ ଭାଷାରେ ଅନୁବାଦ :

जो भक्त न हो या जिसमें भक्ति का अभाव हो।

विज्ञान ने अभक्त व्यक्तियों की संख्या में वृद्धि की है।
अभक्त, अभगत, भक्तिशून्य, भक्तिहीन