ଅର୍ଥ : ଯେଉଁ ବ୍ୟକ୍ତି ବିଶ୍ୱାସ ପାତ୍ର ନୁହେଁ
ଉଦାହରଣ :
ଆଧୁନିକ ଯୁଗରେ ଅବିଶ୍ୱାସୀକୁ ଚିହ୍ନିବା କଷ୍ଟକର
ସମକକ୍ଷ : ଅବିଶ୍ୱାସୀ, ଅବିଶ୍ୱାସୀ ବ୍ୟକ୍ତି, ବିଶ୍ୱାସହୀନ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो विश्वास का पात्र न हो।
आधुनिक युग में अविश्वासपात्र की पहचान मुश्किल है।