ଅର୍ଥ : ଯାହାର ସମୟ ବିତିଯାଇଛି
ଉଦାହରଣ :
ସମୟ ଅତିକ୍ରାନ୍ତ ଔଷଧ ସେବନ କରିବା ବିପଦଜ୍ଜନକ ହୋଇପାରେ
ସମକକ୍ଷ : କାଳାତୀତ, ସମୟ ଅତିକ୍ରାନ୍ତ
ଅନ୍ୟ ଭାଷାରେ ଅନୁବାଦ :
Having come to an end or become void after passage of a period of time.
An expired passport.