ଅର୍ଥ : ଅଫିମନିଶା କାରଣରୁ ନିଶାଗ୍ରସ୍ତ ହୋଉଥିବା ଅଫିମିଆ
ଉଦାହରଣ :
ଅଫିମିଆ ଅଫିମନିଶାରେ ଘାରିହୋଇ ଭୂଇଁରେ ଶୋଇପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁବ୍ୟକ୍ତିର ଅଫିମ ଖାଇବାର ଅଭ୍ୟାସ ଅଛି
ଉଦାହରଣ :
ସେ ଜଣେ ଅଫିମିଆ, ଯେତେବେଳେ ଦେଖ ସବୁବେଳେ ଅଫିମଖିଆ ଚାଲିଛି
ଅନ୍ୟ ଭାଷାରେ ଅନୁବାଦ :